ଆଜିର ସମ୍ବାଦ

ତା: ୧୧ -୧୨-୨୪: ଭୁବନେଶ୍ଵର

ବିକଶିତ ଓଡ଼ିଶା ପାଇଁ ଅପରିହାର୍ଯ୍ୟ କାର୍ଯ୍ୟକ୍ରମ

ସମାଜ ଖବର କାଗଜ ସମ୍ପାଦକୀୟ ରେ ପ୍ରକାଶିତ

ତା: ୦୩-୧୦-୨୪: ଭୁବନେଶ୍ଵର

ନିଶାମୁକ୍ତ ଓ ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ଦାବି

ସମ୍ବାଦ ଖବର କାଗଜ ରେ ପ୍ରକାଶିତ

ତା: ୦୨-୧୦-୨୦୨୪: ଭୁବନେଶ୍ବର

ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ତରଫରୁ ଅକ୍ଟୋବର ୨ - ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ମହାତ୍ମା ଗାନ୍ଧୀ ପାର୍କ ରେ ପ୍ରାର୍ଥନା ଏବଂ ଧାରଣା ସହ ନିକଟରେ ଥିବା ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ କିଛି ସମୟ ପାଇଁ ମାନବ ଶ୍ରୁଙ୍ଖଳ ର ଆୟୋଜନ କରାଯାଇଥିଲା 

ତା: ୦୪ -୧୦-୨୪: ଭୁବନେଶ୍ଵର

ନିଶାମୁକ୍ତ ଭାରତ ହିଁ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ସକାଳ ଖବର କାଗଜ ରେ ପ୍ରକାଶିତ

ତା: ୦୩-୧୦-୨୪: ଭୁବନେଶ୍ଵର

ନିଶାମୁକ୍ତ ଓ ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ଦାବି

ସମ୍ବାଦ ଖବର କାଗଜ ରେ ପ୍ରକାଶିତ

ତା: ୦୨-୧୦-୨୦୨୪: ଭୁବନେଶ୍ବର

ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ତରଫରୁ ଅକ୍ଟୋବର ୨ - ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ମହାତ୍ମା ଗାନ୍ଧୀ ପାର୍କ ରେ ପ୍ରାର୍ଥନା ଏବଂ ଧାରଣା ସହ ନିକଟରେ ଥିବା ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ କିଛି ସମୟ ପାଇଁ ମାନବ ଶ୍ରୁଙ୍ଖଳ ର ଆୟୋଜନ କରାଯାଇଥିଲା 

ତା: ୨୫-୦୮-୨୦୨୪: ବ୍ରହ୍ମପୁର

ମଦ ଉପରେ ବୁଲଡୋଜର

ମଦ ବିରୋଧ ରେ argus tv ରେ ସମୀକ୍ଷା ସିଧା ପ୍ରସାରଣ

ତା: ୧୫-୦୮-୨୪: ଭୁବନେଶ୍ଵର

"ସ୍ବାଧୀନତା ଦିବସ ବିଶେଷ କଥନ", "ମୋନା" ର ପ୍ରତିଷ୍ଠାତା ସଭାପତି ତଥା ବର୍ଷିୟାନ ସ୍ତମ୍ଭକାର ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଙ୍କ ସହ ଏକ ବିଶେଷ ମୂହୁର୍ତ୍ତରେ ବିରଳ ସାକ୍ଷାତକାର"

ଆମ ସଭାପତିଙ୍କ ଅନୁଭୂତିର କଥା, ସମ୍ପୂର୍ଣ୍ଣ ଶୁଣିବାକୁ ଆପଣମାନଙ୍କୁ ଅନୁରୋଧ🙏🏻

ତା: ୧୫-୦୮-୨୪: ଭୁବନେଶ୍ଵର

ହକ ହମାରି ଆଜାଦି

ତା: ୦୯-୦୮-୨୪: ଭୁବନେଶ୍ଵର

ନୂଆ ମଦ ଦୋକାନ ଖୋଲିବା ନାହିଁ: ସମ୍ବାଦ ଖବରକାଗଜ ରେ ପ୍ରକାଶିତ

ତା: ୦୯-୦୮-୨୪: ଭୁବନେଶ୍ବର

ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ: ଧରିତ୍ରୀ ଖବରକାଗଜ ରେ ପ୍ରକାଶିତ

ତା: ୦୯-୦୮-୨୪: ଭୁବନେଶ୍ବର

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବଡ ଘୋଷଣା କଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚୋରା ମଦ କିପରି ବନ୍ଦ ହେବ ସେନେଇ ବଡ ଚ୍ୟାଲେଞ୍ଜ ରହିଛି । ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ । ସେ ଆଧାରରେ ଆଗକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ । ଯେଉଁ ମଦନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ । ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ତା: ୦୧-୦୮-୨୪: କଟକ

ଜିଲ୍ଲାରେ ୩୯ ମଦ ଦୋକାନ ନିଲମକୁ ବିରୋଧ: ସକାଳ ଖବରକାଗଜ ରେ ପ୍ରକାଶିତ

ତା: ୦୧-୦୮-୨୪: କଟକ

ମଦ ଦୋକାନ ନିଲାମ ବିରୋଧରେ ଗଣଧାରଣା: ସମ୍ବାଦ ଖବରକାଗଜ ରେ ପ୍ରକାଶିତ

ତା: ୦୧-୦୮-୨୪: କଟକ

ମଦ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦମଚରଣ: ସମାଜ ଖବରକାଗଜ ରେ ପ୍ରକାଶିତ

ତା: ୦୧-୦୮-୨୪: କଟକ

ମଦଶୁଷ୍କ ଓଡ଼ିଶାର ଚିନ୍ତନ: ପ୍ରମେୟ ଖବରକାଗଜ ରେ ପ୍ରକାଶିତ

ତା: ୩୧-୦୭-୨୪: ଭୁବନେଶ୍ବର

ନିଶା କିପରି ଭୟଙ୍କର: ସମ୍ବାଦ ଖବରକାଗଜ ରେ ପ୍ରକାଶିତ

ତା: ୨୯-୦୭-୨୪: ଭୁବନେଶ୍ବର

ଓଡିଶା ବିଜେପି ର ନିର୍ବାଚନ ସଂକଳ୍ପ ପତ୍ର -୨୦୨୪, ପ୍ରୁଷ୍ଠା-୩୮, ପଏଣ୍ଟ ନଂ. ୧୦ ରେ ସ୍ଥାନିତ "ଆମେ ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ସ୍ରୁଷ୍ଟି କରିବୁ।.......... " ଘୋଷଣାନାମା ଯାହା ପ୍ରତ୍ୟେକ ରାଜ୍ୟବାସୀ ମନେରଖିବା ସହ ବିଭିନ୍ନ ସମୟରେ ସରକାରଙ୍କ ମଦ ସପକ୍ଷରେ ନେଉଥିବା ପଦକ୍ଷେପ ଉପରେ ପ୍ରଶ୍ନ କରିପାରିବାର ଅଧିକାର ଦେଇଛି।

ସଫଳ ସଇତାନ ୧୧-୦୭-୨୪ ସମ୍ବାଦ ଖବର କାଗଜ ରେ ପ୍ରକାଶିତ

ତା: ୦୯-୦୭-୨୪: ଭୁବନେଶ୍ବର

ନିଶାମୁକ୍ତି ସଂଗ୍ରାମ ୧୪ ତମ ସଂଖ୍ୟା april-june-୨୦୨୪ ପ୍ରକାଶିତ

ତା: ୦୯-୦୭-୨୪: ଭୁବନେଶ୍ବର

ସମ୍ମାନାନୀୟା ରାଷ୍ଟ୍ରପତିଙ୍କୁ ଚିଠି

ତା: ୩୦-୦୬-୨୪: ଭୁବନେଶ୍ବର

ଆମେ ୯ ଜଣ ଏବେ ଖାରବେଳ ନଗର ଥାନାରେ preventive arrest ହେବା ପରେ ଏବେ IIC Sj. Rajanikanta Mishra ଙ୍କ ହିଫାଜତରେ. ଦିନ ୨ଟା ପରେ ମୁଖ୍ଯ ମନ୍ତ୍ରୀ ସଭାସ୍ଥଳରୁ ଯିବା ଉପରାନ୍ତ ଆମମାନଙ୍କୁ ଖାରବେଳ ନଗର ପୋଲିସ୍ ଷ୍ଟେସନ୍ ରୁ ମୁକ୍ତ କରାଗଲା।- ମଳୟ ତ୍ରିପାଠୀ

ତା: ୦୧-୦୭-୨୪: ସମ୍ବାଦ ଖବର କାଗଜ

ସମ୍ବାଦ ୦୧-୦୭-୨୪

ତା: ୦୧-୦୭-୨୪: ସମାଜ ଖବର କାଗଜ

About Us

"monna"

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ

ଓଡ଼ିଶାର ଅନନ୍ୟ ଜନନେତା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ବହୁ ଯୁଗାନ୍ତକାରୀ ଆଇନ କାର୍ଯ୍ୟକାରୀ ହୋଇଥିଲା । ସେହି ଆଇନ ମଧ୍ୟରୁ ଓଡ଼ିଶା ନିଶା ନିବାରଣ ଆଇନକୁ ପରବର୍ତୀ ସମୟର ସରକାର କାର୍ଯ୍ୟକାରୀ କଲେ ନାହିଁ । ସେ ସମୟରେ ଅଫିମ, ଗଞ୍ଜେଇ ଆଦି ନିଶା ଅଧ୍ବକ ପ୍ରଚଳନ ଥିଲା । ବିଦେଶୀ ମଦ ରାଜ୍ୟ ୭ଟି ଜିଲ୍ଲା ହେଡ୍‌ କ୍ୱାର୍ଟର ହିଁ ଥୁଲ, ଆଉ ଖଜୁରୀ ମଦ ଭଳି ଦେଶୀ ମଦର ଦୋକାନ ୧୦୦ଟି ମଧ୍ଯରେ ଥିଲା । ଏହାଛଡ଼ା ୧୦୦ଟି ଗଞ୍ଜେଇ, ଅଫିମ ଦୋକାନ ଥିଲା । ତାଙ୍କ ମନ୍ତ୍ରୀତ୍ଵ କାଳ ପରେ ସରକାର ଦେଶୀ ଓ ବିଶେଷ ଭାବରେ ବିଦେଶୀ ମଦ ଦୋକାନକୁ ଅଧିକରୁ ଅଧିକ ଲାଇସେନ୍ସ ଦେଲେ । ଏବର ସରକାରଙ୍କ ୨୩ବର୍ଷ ଶାସନ କାଳରେ ଅବକାରୀ ଆୟ ୧୦୦ ଗୁଣରୁ ଅଧୁକ ବଢିବାରେ ଲାଗିଛି ।

 

ଏହି ସରକାରଙ୍କ ଅମଳରେ ନାନା ଉନ୍ନତିମୂଳକ କାମ ହେଉଛି ଓ ମହିଳାମାନଙ୍କ ସଶକ୍ତିକରଣ ଏବଂ ଆଦିବାସୀ ହରିଜନଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଉଛି । କିନ୍ତୁ ମଦର ବନ୍ୟାରେ ସେସବୁ କାମର ସୁଫଳ ଧୋଇ ହୋଇଯାଉଛି । ଏହି ବିପଦରୁ ରକ୍ଷା ପାଇବା ଲାଗି ଆମେ ପ୍ରାୟ ୭ ଲକ୍ଷ ଲୋକଙ୍କ ଆବେଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଇଛୁ । ତାଙ୍କୁ ନବୀନ ନିବାସରେ ସାକ୍ଷାତ କରି ୧୯୫୭ ମସିହାରୁ ପଡ଼ି ରହିଥିବା ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଅନୁରୋଧ କରିଛୁ । ହଁ, ମୁଁ ଦେଖୁବି କହି ସେ ଦିଗରେ କିଛି ତ କଲେ ନାହିଁ, କିନ୍ତୁ ବର୍ଷକୁ ବର୍ଷ ମଦ ଦୋକାନ ବଢାଇ ବଢାଇ ଗଲିଲେ । ଚଳିତବର୍ଷ ଏ ଦିଗରେ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।

 

କିଛି ମାସ ପରେ ସାଧାରଣ ନିର୍ବାଚନ ହେବ । ଏହା ପୂର୍ବରୁ ମଦମୁକ୍ତ ଓଡ଼ିଶା ଅଭିଯାନ ଆହୁରି ଜୋରଦାର ହେବା ଦରକାର । ସରକାର ଏବେ ପ୍ରତିଦିନ ନାନା ଅଞ୍ଚଳ ଓ ନାନା ବର୍ଗର ଲୋକଙ୍କ ଲାଗି ନୂଆ ନୂଆ ଯୋଜନାର ଶୁଭାରମ୍ଭ କରୁଛନ୍ତି । ସେସବୁର ଯେତିକି ଆମର ମଙ୍ଗଳ ହେବ ତହିଁରେ ବହୁ ଗୁଣ କ୍ଷତି ମଦ ଯୋଗୁ ହେଉଛି । ଏତିକି କଥା ଲୋକଙ୍କୁ ଭଲ ଭାବରେ ବୁଝାଇବା ଦରକାର । ନେତାମାନଙ୍କର ଭୋଟରଙ୍କୁ ଡ଼ର । ଦେଶର ସେହି ମାଲିକମାନେ ସେମାନଙ୍କ ସେବକ-ନେତାମାନଙ୍କୁ ମୁହେଁ ମୁହେଁ କହୁଛନ୍ତି, ଅନ୍ୟ ଯାହା ହେଉ ନହେଉ, ରାଜ୍ୟ ମଦମୁକ୍ତ ହେଉ; ନହେଲେ ଭୋଟ ମିଳିବ ନାହିଁ । ଏଥପାଇଁ ବ୍ୟାପକ ଜନ ସଚେତନତା ଦରକାର । ସେହି ଉଦ୍ଦେଶ୍ୟରେ ଆଗାମୀ ନଭେମ୍ବର ୨୩ ତାରଖ ମହାସମାବେଶର ଆୟୋଜନ । ଆପଣ ଏହାକୁ ସଫଳ କରିବା ଲାଗି ସମୟ ଓ ଅର୍ଥ ଦିଅନ୍ତୁ ।

Orissa Prohibition Act - 1956 (gazette notification)

Our Other Contact Numbers